ନାଲକୋନଗର: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଭାଲୁଧରି ସାହିରେ ପାରିବାରିକ କଲହରୁ ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଛି ନିଜ ଜନ୍ମ କଲା ପୁଅ। ପରେ ପୁଅ ନିଜ ବେକରେ ରସି ଲଗେଇ ଆତ୍ମହତ୍ୟା କରିବା ଘଟଣା ଶନିବାର ଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ହେଲେ ଦ୍ରୌପଦୀ ସାହୁ (୭୦) ଓ ତାଙ୍କର ପୁଅ ରଂଜିତ (୩୧)। ପୁଲିସ ସୂତ୍ରରୁ ପ୍ରକାଶ ବଅଁରପାଳ ବ୍ଲକ […]

ସୋର: ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ପାଖର ପଞ୍ଚାୟତ ବେଲପୁର ଗ୍ରାମର ଜଣେ ଶିଶୁକନ୍ୟା ଖେଳୁଥିବା ବେଳେ ପୋଖରୀରେ ପଡ଼ି ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ପାଖର ପଞ୍ଚାୟତ ମଲ୍ଲିପୁର ଗ୍ରାମର ସ୍ବର୍ଗତ ନରବୀର ରଣାଙ୍କ ସ୍ତ୍ରୀ ଓ ଝିଅ ତାଙ୍କ ମାମୁଁ ଘର ବେଲପୁରରେ ରହୁଥିଲେ। ଆଜି ସକାଳେ ଝିଅ ବଦ୍ରି ଖେଳୁଥିବା ବେଳେ ନିକଟସ୍ଥ ଗଡ଼ିଆରେ ପଡିଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ପରିବାର ଲୋକେ ବଦ୍ରିକୁ ବିଭିନ୍ନ […]

ଭୁବନେଶ୍ୱର: ୨୦୧୫ ମସିହାରେ ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାରରେ ଘଟିଥିବା ବହୁଚର୍ଚ୍ଚିତ ତଥା ଚାଞ୍ଚଲ୍ୟକର ଡାକ୍ତର ଦମ୍ପତି ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଭୁବନେଶ୍ୱର ଅତିରିକ୍ତ ସେସନ୍‌ସ କୋର୍ଟ(୨) ବିଚାରପତି ବନ୍ଦନା କର ୫ ଆସାମୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଡକାୟତି କରିବାକୁ ଯାଇ ବୃଦ୍ଧ ଡାକ୍ତର ଦମ୍ପତିଙ୍କୁ ବଡ଼ ବୀଭତ୍ସ ଭାବେ ଚାପଡ଼ରେ ହାଣି ହତ୍ୟା କରିଥିବା ଆସାମୀମାନେ ହେଲେ କିଶୋର ଚନ୍ଦ୍ର ବେହେରା ଓରଫ୍ ଟିମ୍ଫା, ମହମ୍ମଦ […]

ତିଗିରିଆ: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଭୋଗଡା ପଞ୍ଚାୟତ ବେଲଅଣ୍ଟା ଗ୍ରାମର ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ମଙ୍ଗଳବାର ଗଣ୍ଡଗୋଳ ହୋଇଛି। ଏହି ଗଣ୍ଡଗୋଳରେ ଗୋଟିଏ ପକ୍ଷରୁ ୫ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଅରୁଣ କୁମାର ନାୟକ ଓ ଭାଇଙ୍କ ସମେତ ମୋଟ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଗୁରୁତରଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। […]

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ରାଜଧାନୀ ଭୁବନେଶ୍ୱରକୁ ଚୋରା ମହୁଲି ପାଉଚ ଚାଲାଣ ବେଳେ ମାଡ଼ି ବସିଲା କମିସନରେଟ ପୁଲିସ। ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗଣପତି ଦାସ। ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନାର ସ୍ୱତନ୍ତ୍ର ଟିମ ଚଢ଼ାଉ କରିବା ସମୟରେ ଗଣପତିଙ୍କ ଠାରୁ ୨୦୦ ଲିଟରରୁ ଅଧିକ ମହୁଲି ପାଉଚ ମିଳିଥିଲା। ବସ୍ତି ବାସିନ୍ଦାଙ୍କୁ ବିକ୍ରି କରିବା […]

ହାଇଦ୍ରାବାଦ: ଫୋନ୍‌ ଟ୍ୟାପିଂ ଏବଂ କେତେକ କମ୍ପ୍ୟୁଟର ସିଷ୍ଟମରୁ ସରକାରୀ ଡାଟା ନଷ୍ଟ କରିବା ମାମଲାରେ ହାଇଦ୍ରାବାଦ ପୁଲିସ ଆଉ ଦୁଇ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଗିରଫ କରିଛି। ତଦନ୍ତ ବେଳେ ଅତିରିକ୍ତ ଡିସିପି ଥିରୁପାଥନ୍ନା ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏନ୍‌ ଭୁଜଙ୍ଗା ରାଓଙ୍କୁ ଗିରଫ କରାଯାଇଛି ବୋଲି ଶନିବାର ବିଳମ୍ବିତ ରାତିରେ ହାଇଦ୍ରାବାଦ ପୁଲିସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।ଏହି ଦୁଇ ପୁଲିସ ଅଧିକାରୀ ପୂର୍ବରୁ […]

ଲେଡି ଡନ୍‌ ସାଧନା କିଙ୍ଗ୍‌ପିନ, ୫ ବର୍ଷରେ ୯୨୮ ବନ୍ଧୁକ, ୧୪୧୫ ଗୁଳି ଜବତ କଟକ: ଓଡ଼ିଶା ସମେତ ସାରା ଦେଶକୁ ଚୋରା ବନ୍ଧୁକ ଚାଲାଣ ପାଇଁ କୁଖ୍ୟାତି ଅର୍ଜିଛି ବିହାରର ମୁଙ୍ଗେର। ପୂର୍ବରୁ ‌ମୁଙ୍ଗେରର ୧୩ଟି ଗାଁରେ ଚୋରା ବନ୍ଧୁକ ପ୍ରସ୍ତୁତି କାରବାର ଚାଲିଥିବା ବେଳେ ଏବେ ଏହି କାରବାରରେ ଯୋଡ଼ି ହେଲାଣି ବିହାରର ଆଉ ୮ଟି ଜିଲ୍ଲା। ଏହି ଚୋରା ବନ୍ଧୁକ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ମାଫିଆଙ୍କ […]

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭୋପାଳରେ ଏକ ଘରୋଇ କମ୍ପାନିରେ ଇଞ୍ଜିନିୟର ଭାବେ କାମ କରୁଥିବା ସ୍ୱାମୀଙ୍କ ବିରୋଧରେ ସ୍ତ୍ରୀ ଚୋରିର ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗକୁ କେନ୍ଦ୍ର କରି ରେଳ ପୁଲିସ ଇଞ୍ଜିନିୟରଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରି ତଦନ୍ତ ଆରମ୍ଭ କରିଛି। ଇଞ୍ଜିନିୟରଙ୍କ ସ୍ତ୍ରୀ ସ୍ୱାମୀ ବିରୋଧରେ ପୁଲିସରେ ଅଭିଯୋଗ କରି କହିଛନ୍ତି, ‘ମୁଁ ରାଜସ୍ଥାନରେ ବସବାସ କରେ। ମୋର ବିବାହ ଚଳିତବର୍ଷ ଜାନୁଆରି ୧୨ ତାରିଖରେ କାନପୁରରେ […]

ରାମପୁର: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାଁଙ୍କୁ ରାମପୁରର ଏକ ଅଦାଲତ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ବାକି ଦୋଷୀମାନଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଡୁଙ୍ଗରପୁର ମାମଲାରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ ଆଜମ ଖାନଙ୍କୁ ଆଇପିସି ଧାରା ୪୨୭, ୫୦୪, ୫୦୬, ୪୪୭ ଏବଂ ୧୨୦ ବି ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଆଜମ ଖାନ, ପୂର୍ବତନ ପୌର […]

୨.୫ ଲକ୍ଷ ଚଳୁ, ସ୍ୱାମୀଙ୍କୁ ବାପାର ପରିଚୟ ଦେଇଥିଲା ଭୁବନେଶ୍ୱର: ଅନ୍‌ଲାଇନ୍‌ ପ୍ରେମରେ ଏକ ମଜାଦାର କାହାଣୀକୁ ନେଇ ଆଜି ରାଜଧାନୀରେ ବେଶ୍ ଚର୍ଚ୍ଚା ଚାଲିଛି। ଜଣେ ମହିଳା ନିଜ ନାଁରେ ଝିଅର ଫଟୋ ଦେଖାଇ ଯୁବକଙ୍କୁ ପ୍ରେମ ଜାଲରେ ଫସାଇଲେ। ମିଠା ମିଠା କଥା କହି ଯୁବକଙ୍କୁ ମନ କିଣିବା ସହିତ ନିଜର ଦୁଃଖପୂର୍ଣ୍ଣ କରୁଣ କାହାଣୀ କହି ଯୁବକଙ୍କ ସମବେଦନା ହାସଲ କଲେ। ବିବାହ କରିବା ଲାଗି […]

Social media & sharing icons powered by UltimatelySocial