ଟଙ୍କା ନେଇ ପଡ଼ିଆ ସଫା କଲାନି କ୍ରୀଡ଼ା ବିଭାଗ ଖଣ୍ଡଗିରି: ଖେଳ ପାଇଁ ପଡ଼ିଆକୁ ବଞ୍ଚାଇଲୁ ଏବେ ଏହା ଇଭେଣ୍ଟ ମ୍ୟାନେଜମେଣ୍ଟ ପଡ଼ିଆରେ ପରିଣତ ହୋଇ ସାରିଛି। ଶିଶିର ସରସ ପରେ ପଡ଼ିଆ ସଫେଇ ପାଇଁ ଓରମାସ୍ ଠାରୁ ଟଙ୍କା ନେଇଛି କ୍ରୀଡ଼ା ବିଭାଗ କିନ୍ତୁ ୧୩ ଦିନ ପରେ ମଧ୍ୟ ପଡ଼ିଆ ସଫେଇ କରାଯାଉ ନାହିଁ। ବରଂ ଅବସ୍ଥା ଏଭଳି ହୋଇଛି ଯେ ଟୁର୍ଣ୍ଣାମେଣ୍ଟ କଥା ଦୂରେ ଥାଉ […]
ରାଜ୍ୟ
ଭୁବନେଶ୍ୱର: ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା। ଆଜି ବିଦାୟୀ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ଏହି ଅବସରରେ ନୂଆ ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ତାହାକୁ କିପରି ସୁରଖୁରୁରେ ସମ୍ପାଦନ […]
ଭୁବନେଶ୍ୱର: ବିଳାସପୂର୍ଣ୍ଣ ଜୀବନରୁ ଏବେ ଢେର୍ ଦୂରରେ ସେ। ଗେରୁଆ ବସ୍ତ୍ର ସହ ସାତ୍ତ୍ଵିକ ଆହାର। ବେଲ୍ ମାରିଲେ ଅଫିସ୍ ସହାୟକ ଆସୁନାହାନ୍ତି କି ବାହାରେ ଗାଡ଼ି ଅପେକ୍ଷା କରି ରହୁନି। ଉପରୁ ଆସୁଥିବା ନିର୍ଦ୍ଦେଶକୁ ଅପେକ୍ଷା ରହୁନି କି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳର କିଂ କର୍ତ୍ତବ୍ୟ ବିମୁଢ଼ ସ୍ଥିତି ଆସୁନି। ତାଙ୍କ ଚାରିପାଖରେ ଏବେ ଆଉ ଅଫିସ୍ ଅଫିସ୍ର ସେ ଔପଚାରିକତାର ଗନ୍ଧ ନାହିଁ। ଏବେ ଚାରିପାଖରେ […]
ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ନବୀନ କାର୍ଡ ଆବେଦନ ଅବଧି ବଢ଼ିଛି। ଆସନ୍ତା ଫେବ୍ରୁଆରୀ ୮ତାରିଖ ଯାଏଁ ଆବେଦନର ଅବଧି ବଢ଼ିଛି। ରାଜ୍ୟ ସରକାର ଆଜି ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଥର ଆବେଦନ ଅବଧୀ ବଢ଼ିଲା ପରେ ଜାନୁଆରୀ ୨୬ରେ ଏହାର ଅବଧି ସରିଥିଲା। ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ […]
କୋରାପୁଟ: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍ ଶୁଭାରମ୍ଭ ବେଳେ ବ୍ରେକ୍ ଫେଲ୍ ହୋଇଛି। କୋରାପୁଟ ସହରରେ ଆଜି ସନ୍ଧ୍ୟାରେ ବସ୍ଟି ଭାରସାମ୍ୟ ହରାଇ ସ୍ଥାନୀୟ ବିଜୁ ପାଠାଗାରରେ ପଶିଛି। ଘଟଣାସ୍ଥଳରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କର ପରିଚୟ ଜଣାପଡ଼ି ନାହିଁ। ସୂଚନା ଅନୁସାରେ ଆଜି କୋରାପୁଟ ଜ଼ିଲ୍ଲାର ବିଭିନ୍ନ ବ୍ଲକ୍ରୁ ୨୧୦ ଜଣ ବରିଷ୍ଠ ନାଗରିକମାନଙ୍କୁ ନେଇ ବିହାରର ଗୟା ଓ ଉତ୍ତରପ୍ରଦେଶର ବାରଣାସୀ ଯିବାର କାର୍ଯ୍ୟକ୍ରମ […]
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷ କୃତ୍ୟ ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯୁବ ବୟସରେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ ସେ କାରାବରଣ କରିଥିଲେ। ଦେଶର ସ୍ୱାଧୀନତା ପାଇଁ ତାଙ୍କର ତ୍ୟାଗ ତାଙ୍କୁ ସ୍ମରଣୀୟ କରି ରଖିବ। ସ୍ୱାଧୀନତା ପରେ ମଧ୍ୟ ଜୀବନର ଶେଷ ସମୟ ପର୍ଯ୍ୟନ୍ତ […]
ଭୁବନେଶ୍ୱର: ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ୭୫ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ରଘୁବର ଦାସ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ରାଜ୍ୟପାଳ ରଘୁବର ଦାସ ଚିତ୍ତାକର୍ଷକ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି।ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ପରେଡର ନେତୃତ୍ୱ ନେଉଛନ୍ତି ଆଇପିଏସ୍ ଅଫିସର […]
ଜଙ୍ଗଲଜାତ ଦ୍ରବ୍ୟ ଓ ଉତ୍ପାଦିତ ବିଭିନ୍ନ ସାମଗ୍ରୀ କିଣିପାରିବେ ଗ୍ରାହକ ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ୧୧ଦିବସୀୟ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆଜି ଉଦ୍ଘାଟିତ ହୋଇଯାଇଛି। ସ୍ଥାନୀୟ ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ ଏହି ମେଳାର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହାକୁ ଉଦ୍ଘାଟନ କରିଛନ୍ତି। ଏହି ମେଳା ଆଗାମୀ ଫେବୃଆରୀ ୫ […]
ଆଜି ଆସନ୍ତାବର୍ଷର ଆଲୋଚନା ‘କୋଉଠି ଖର୍ଚ୍ଚ କଲ, ଦେଖାଅ’ ଭୁବନେଶ୍ୱର : ଚଳିତ ବର୍ଷ ବିଏମ୍ସି ୭ଶହ କୋଟିର ବଜେଟ୍ ଉପସ୍ଥାପନ କରି ରେକର୍ଡ କରିଥିଲା। ଏହା ପରେ ଆର୍ଥିକ ବର୍ଷ ଶେଷ ଆଡ଼କୁ ଆଉ ୨୯୦ କୋଟିର ଅତିରିକ୍ତ ବଜେଟ୍ ଆଗତ କରିଥିଲା। ଅର୍ଥାତ୍ ପାଖାପାଖି ହଜାରେ କୋଟିର ବଜେଟ୍ ପ୍ରସ୍ତୁତ କରି ବିଏମ୍ସି ଅତୀତର ସବୁ ରେକର୍ଡ ଭାଙ୍ଗି ଦେଇଥିଲା। କୌତୁହଳପ୍ରଦ ହେଉଛି ୯ ମାସ ମଧ୍ୟରେ […]
ଭୁବନେଶ୍ୱର: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ। ଏଥିପାଇଁ ଆଜିଠାରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ଚାଲିବ।