ଭିଜିଲାନ୍ସ ଜାଲରେ ନୟାଗଡ଼ ଏମଭିଆଇ : ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ

ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରା। ଆଜି ସକାଳୁ ତାଙ୍କ ଭୁବନେଶ୍ୱରରେ ଥିବା ଭଡ଼ାଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ। ସୂଚନା ଅନୁଯାୟୀ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବାଲିଅପଦା ସ୍ଥିତ ଘର ସମେତ ୭ଟି ଜାଗାରେ ଚାଲିଛି ଚଢ଼ାଉ। ୫ଜଣିଆ ଟିମ୍ ଛାନଭିନ କରୁଥିବା ସୂଚନା ରହିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

Share Now:

Kalinga News Beuro

Next Post

ଭେଣ୍ଡିଂ ଜୋନ୍‌ରୁ ହାତଗୁଞ୍ଜା ନେଉଛି କିଏ ? ବର୍ଷକୁ ବିଏମ୍‌ସିର ୩୦ କୋଟି ରାଜସ୍ୱହାନି

Tue Jan 9 , 2024
ବେଆଇନ୍‌କୁ ସ୍ୱିକୃତୀ ମିଳୁନି କି ଉଚ୍ଛେଦ ହେଉନି ଭୁବନେଶ୍ୱର: ରାସ୍ତା କଡ଼ରେ ବ୍ୟବସାୟୀମାନେ ବସିବା ପରେ ଭେଣ୍ଡିଂ ଜୋନ୍‌ର ନାମକରଣ ହେଉଛି। ବିଏମ୍‌ସି ଉଚ୍ଛେଦ କରିବାକୁ ଗଲେ ବ୍ୟବସାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ହାଇକୋର୍ଟ ଦେଇଥିବା ଆଦେଶପତ୍ର ଦେଖାଉଛନ୍ତି। କିନ୍ତୁ ବେଆଇନ ହୋଇଥିବାରୁ ଭଡ଼ା ମଧ୍ୟ ଆଦାୟ କରିପାରୁ ନାହିଁ। କେତେକ ଜାଗାରେ ହାଇକୋର୍ଟଙ୍କ ଆଦେଶ ନଥିଲେ ମଧ୍ୟ ବିଏମ୍‌ସି ଉଚ୍ଛେଦ କରୁନାହିଁ। ଏଣେ ଗୋଟିଏ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial