ଭୋପାଳ: ମଧ୍ୟପ୍ରଦେଶର ଏକ ଅଜବ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହନିମୁନ ପାଇଁ ଗୋଆ ନେଇଯିବା ବଦଳରେ ଅଯୋଧ୍ୟା ଓ କାଶୀକୁ ତୀର୍ଥ ପାଇଁ ନେଇଯାଇଥିଲେ। ସାଙ୍ଗରେ ନିଜ ପିତାମାତାଙ୍କୁ ବି ନେଇଯାଇଥିଲେ। ଏହା ଦେଖି ପତ୍ନୀ ଭୀଷଣ କ୍ଷୁବଧ ହେବା ସହ ଛାଡ଼ପତ୍ର ନୋଟିସ୍ ଦେଇଦେଇଛନ୍ତି। ପିପ୍ଲାନୀରେ ରହୁଥିବା ଏହି ଦମ୍ପତି ୨୦୨୩ ଅଗଷ୍ଟରେ ବିବାହ କରିଥିଲେ। ମହିଳାଙ୍କ କହିବା ଅନୁଯାୟୀ, ତାଙ୍କ ସ୍ୱାମୀ ଆଇଟି […]

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩ ଅଭିଯାନକୁ ଆଉ ଏକ ସଫଳତା ମିଳିଛି। ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଲାଣ୍ଡମାର୍କ ଭଳି କାମ କରିବା ଆରମ୍ଭ କରିଛି। ଇସ୍ରୋ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଚନ୍ଦ୍ରଯାନ-୩ ଅଭିଯାନ ଅଧୀନରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଲ୍ୟାଣ୍ଡର ବିକ୍ରମ ସହିତ ଏକ ଲେଜର ରେଟ୍ରୋରିଫ୍ଲେକ୍ଟର ଆରେ (ଏଲଆରଏ) ମଧ୍ୟ ଚନ୍ଦ୍ରକୁ ପଠାଯାଇଥିଲା। ଏବେ ଏହି ଉପକରଣ ସାହାଯ୍ୟରେ ଆମେରିକୀୟ ମହାକାଶ ଏଜେନ୍ସିର ଏଲଆରଓ […]

ନୂଆଦିଲ୍ଲୀ: ଜାନୁଆରି ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ‘ପ୍ରାଣ ପ୍ରତିଷ୍ଠା’ ସମାରୋହରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। କଳା ପଥରରେ ନିର୍ମିତ ଏହି ପ୍ରତିମୂର୍ତ୍ତିର ଆଖି ଉପରେ ପ୍ରଥମେ ଏକ ହଳଦିଆ କପଡା ବନ୍ଧା ହୋଇଥିବା ବେଳେ ଏବେ ଆଖିରୁ ପଟି ବି ଖେଲାସରିଛି। ଏହି ପ୍ରତିମୂର୍ତ୍ତିକୁ ଗୋଲାପ ଫୁଲରେ ସଜାଯାଇଛି। ଉତ୍ସର୍ଗ ସମାରୋହ ପୂର୍ବରୁ ଗୁରୁବାର ଅପରାହ୍ନରେ ପ୍ରଭୁ ରାମଙ୍କ ନୂତନ ପ୍ରତିମୂର୍ତ୍ତିକୁ […]

ନୂଆଦିଲ୍ଲୀ: ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଲୋକମାନେ ନିଜନିଜ ଶୈଳୀରେ ଭକ୍ତିଭାବ ପ୍ରକଟ କରୁଛନ୍ତି। ଏହି କ୍ରମରେ ଜଣେ ମୁସଲମାନ ସମ୍ପ୍ରଦାୟର ଯୁବତୀ ପାଦରେ ଚାଲିଚାଲି ଅଯୋଧ୍ୟା ଅଭିମୁଖେ ଯାତ୍ରା ଜାରି ରଖିଛନ୍ତି। ଏହି ଯୁବତୀଙ୍କ ନାମ ସବନମ ରହିଛି। ସବନମ ହିଜାବ ପିନ୍ଧି ହାତରେ ରାମଙ୍କ ପତକା ଧରି ଅଯୋଧ୍ୟା ଯାତ୍ରାରେ ବାହାରିଛନ୍ତି। ତାଙ୍କର ଏହି ଯାତ୍ରାକୁ ୨୮ଦିନ ପୂରି ଥିବା ବେଳେ ଅଯୋଧ୍ୟା ପହଞ୍ଚିବାକୁ ଆହୁରି ଅନେକବାଟ ବାକି […]

ନୂଆଦିଲ୍ଲୀ: ଅଯୋଧ୍ୟାରେ ଜାନୁଆରି ୨୨ ତାରିଖରେ ହେବାକୁ ଥିବା ପ୍ରାଣପ୍ରତିଷ୍ଠା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଗତଗୁରୁବାର ରାମଲଲ୍ଲାଙ୍କ ମୂର୍ତ୍ତିକୁ ଗର୍ଭଗୃହରେ ସମ୍ପୂର୍ଣ୍ଣ ୪ଘଣ୍ଟାର ରୀତିନୀତି ଅନୁସାରେ ସ୍ଥାପନ କରାଯାଇଛି। ରାମନଗରୀ ଏହି ଭବ୍ୟ ଆୟୋଜନ ପାଇଁ ଅଯୋଧ୍ୟାକୁ ଖୁବ ସୁନ୍ଦର ଭାବେ ସଜା ଯାଇଛି। ଏହା ବ୍ୟତୀତ ସ୍ଥାନେସ୍ଥାନେ ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି।ଅଯୋଧ୍ୟା ରାମ ମନ୍ଦିରରେ ପ୍ରବେଶ ପାଇଁ ଲୋକଙ୍କୁ ସ୍ବତନ୍ତ୍ର ଏଣ୍ଟ୍ରି ପାସ ପ୍ରଦାନ […]

ବଡ଼ୋଦରା: ଗୁଜରାଟର ବଡ଼ୋଦରା ଜିଲ୍ଲା ନିକଟରେ ଥିବା ହରନୀ ମୋତନାଥ ହ୍ରଦରେ ଗତକାଲି ଡଙ୍ଗା ବୁଡ଼ିଯିବା ଯୋଗୁ ୧୬ ଜଣ ସ୍କୁଲ୍ ଛାତ୍ରଛାତ୍ରୀ ଓ ୨ ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା। ଏହି ଡଙ୍ଗାରେ ମୋଟ ୨୭ ଜଣ ଛାତ୍ରଛାତ୍ରୀଙ୍କ ସମେତ ୩୪ ଜଣ ଯାତ୍ରୀ ଥିଲେ। ମୃତ୍ୟୁ ‌ହୋଇଥିବା ୧୬ଜଣ ଛାତ୍ରଛାତ୍ରୀଙ୍କ ବୟସ ପ୍ରାୟ ୧୪ରୁ ୧୫ବର୍ଷ ଭିତରେ ହୋଇଥିବା ବେଳେ ଉଭୟ ଶିକ୍ଷକଙ୍କ ବୟସ ୪୫ ବର୍ଷ […]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେବାକୁ ଯାଉଛନ୍ତି। ମୋଦି ସରକାର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାର ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ବର୍ତ୍ତମାନ ଏହି ବୀମା ରାଶି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ସୂତ୍ରରୁ ପ୍ରକାଶ ଯେ ବୀମାରାଶି ୧୦ ଲକ୍ଷକୁ ବୃଦ୍ଧି ବ୍ୟତିତ ହିତାଧିକାରୀ ସଂଖ୍ୟା ୧୦୦ କୋଟି ବ୍ୟକ୍ତିଙ୍କୁ ବୃଦ୍ଧି […]

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରେ ଟିସିଏସ୍‌ ଓ ଇନ୍‌ଫୋସିସ୍‌ ପରିସରରେ କଲରାପତରିଆ ବାଘ ବୁଲୁଥିବା ଘଟଣାକୁ ନେଇ ଭୟର ବାତାବରଣ ଖେଳି ଯାଇଛି। ବାରମ୍ବାର କମ୍ପାନି ପରିସରରେ ବାଘ ବୁଲିଥିବା ଘଟଣା ସାମ୍ନାକୁ ଆସିବା ପରେ ଇନଫୋସିସ୍ ଓ ଟିସିଏସ୍ ପକ୍ଷରୁ କର୍ମଚାରୀଙ୍କ ପାଇଁ ନୂତନ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ‘ ଇନଫୋସସିସ୍ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ (ଘରେ ରହି କାମ) କରିବାକୁ ନିର୍ଦ୍ଦେଶ ଦିଆଯାଇଛି। […]

ନୂଆଦିଲ୍ଲୀ: ତାମିଲନାଡୁର ମଦୁରେ ଜିଲ୍ଲାରେ ଜାନୁଆରି ୧୫ ତାରିଖରେ ପୋଙ୍ଗଲ ମହୋତ୍ସବ ସମୟରେ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ଜଲିକଟ୍ଟୁ ଆୟାଜିତ ହୋଇଛି। ଏହି ଜଲିକଟ୍ଟୁ ସମୟରେ ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ୩୬ଜଣ ଆହତ ହୋଇଛନ୍ତି। ଆହତ ହୋଇଥିବା ୩୬ଜଣଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ସହାୟତା ପାଇଁ ୨୦ଟି ମେଡିକାଲ ଟିମକୁ ନି‌ୟୋଜିତ କରାଯାଇଛି।ସୂଚନାଯୋଗ୍ୟ, ୨୦୨୪ର ପ୍ରଥମ ବଡ଼ […]

ଅଯୋଧ୍ୟା : ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ନବନିର୍ମିତ ରାମମନ୍ଦିରରେ ବିଗ୍ରହ ପ୍ରାଣପ୍ରତିଷ୍ଠା ସମାରୋହରେ ଯୋଗ ନ ଦେବାକୁ କଂଗ୍ରେସର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବାବେଳେ ଦଳ ହିନ୍ଦୁ ଭୋଟ ହରାଇବାର ଆଶଙ୍କା କରୁଛି। ଏହାକୁ ଦୃଷ୍ଟିରେ ରଖି ଦଳର କେତେକ ନେତା ଅଯୋଧ୍ୟାରେ ପହଞ୍ଚି ରାମଲଲ୍ଲାଙ୍କ ଦର୍ଶନ କରିଛନ୍ତି। ମକର ସଂକ୍ରାନ୍ତି ଅବସରରେ କଂଗ୍ରେସର ଉତ୍ତର ପ୍ରଦେଶ ୟୁନିଟର ନେତାମାନେ ଅଯୋଧ୍ୟାର ରାମଲଲ୍ଲାଙ୍କ ଦ୍ୱାରରେ […]

Social media & sharing icons powered by UltimatelySocial