ସୁବର୍ଣ୍ଣପୁର : ୧୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ନବକିଶୋର ବେହେରା। ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶଯେ ଭିବିଡି ଟେକନିକାଲ ସୁପରଭାଇଜର ବିଦ୍ୟୁତ ପ୍ରକାଶ ଖମାରି,କୃଷ୍ଣ ଚନ୍ଦ୍ର ନାଏକ,ପ୍ରଦୀପ ସାହୁ,ଅଜିତ ହୋତାଙ୍କ ଦକ୍ଷତା ରିପୋର୍ଟ ଅଧିକ ଉନ୍ନତ କରି ରିପୋର୍ଟ ଦେବା ପାଇଁ ଡା ବେହେରା୧୬ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବିଦ୍ୟୁତ ପ୍ରକାଶ ଖମାରୀଙ୍କଠାରୁ ଆଜି ନିଜ […]

ନୂଆଦିଲ୍ଲୀ: ମାସେରୁ କମ୍‌ ହେବ କଂଗ୍ରେସ ଦଳ ପରିତ୍ୟାଗ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳରେ ଯୋଗ ଦେଇ ଥିବା ଆସାମ ସିଲଚର ଆସନର ପୂର୍ବତନ ସାଂସଦ ସୁସ୍ମିତା ଦେବଙ୍କୁ ‘ତୃଣମୂଳ କଂଗ୍ରେସ’ ରାଜ୍ୟସଭା ପାଇଁ ମନୋନୀତ କରିଛି। ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେବା ସମୟରେ ସୁସ୍ମିତା ଦେବ କହିଥିଲେ, ସେ ଜନସାଧାରଣଙ୍କ ସେବାର ଗୋଟାଏ ନୂତନ ଅଧ୍ୟାୟ ଆରମ୍ଭ କରୁଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଶାସକ ‘ବିଜେପି’କୁ […]

ନୂଆଦିଲ୍ଲୀ: ଖୁବ ଶୀଘ୍ର ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେପ୍ଟେମ୍ବର ୨୪ରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବା ପାଇଁ ଆମେରିକା ଗସ୍ତ କରିବେ। କରୋନା ସଂକ୍ରମଣ ପାଇଁ ସବୁ ବୈଠକ ଭର୍ଚୁଆଲ ମୋଡରେ ହେଉଥିବା ବେଳେ ପ୍ରଥମ କରି ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏହି ସମ୍ମିଳନୀରେ ଭାରତ […]

ଭୁବନେଶ୍ବର : ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସି ଶଙ୍କରକୁ ଗିରଫ କରିଛି ପୁଲିସ। ତାକୁ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରୁ ଗିରଫ କରାଯାଇଥିବା ପୁଲିସ ଡିଜି ଅଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତା ନିକଟରୁ ଇନସାସ ରାଇଫଲ, ୧୦ ରାଉଣ୍ଡ ଗୁଳି, ନଗଦ ୩୫ ହଜାର ଟଙ୍କା, ମୋବାଇଲ ଫୋନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଶଙ୍କରକୁ କୋର୍ଟ ଚାଲାଣ କରାଯାଇଛି। ତାକୁ ରିମାଣ୍ଡରେ ଅଣାଯିବ ବୋଲି […]

ଭୁବନେଶ୍ବର : ଲଘୁଚାପ ଜନିତ ପ୍ରବଳ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରେ ଜଳପତ୍ତନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କିଛି ସମୟ ପୂର୍ବେ ଜଳଭଣ୍ଡାରର ୬ଗୋଟି ଗେଟ୍ ଖୋଲାଯାଇଛି। ମିଳିଥିବା ସୂଚନା ଅନୁସାରେ ସତର୍କ ଘଣ୍ଟି ବାଜିବା ପରେ ପ୍ରଥମେ ହୀରାକୁଦର ୩ ନମ୍ବର ଓ ୭ ନମ୍ବର ଗେଟ୍ ଖୋଲାଗଲା। ପରେ ଆଜି ପର୍ଯ୍ୟାୟକ୍ରମେ ମୋଟ ୬ଟି ଗେଟ ଖୋଲାଯାଇଛି।

୧୨ ଘଣ୍ଟିଆ କଟକ ବନ୍ଦ, ଏଣେ ଲଗାଣ ବର୍ଷା ଯୋଗୁଁ ସହର ଜଳମଗ୍ନ କଟକ: ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି। ଲଗାଣ ବର୍ଷା ସତ୍ତ୍ୱେ କଟକ ବାଦାମବାଡ଼ି ଠାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ସହରର ବିଭିନ୍ନ ଅଞ୍ଚଳରେ ମଧ୍ୟ୍ୟ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ କଟକ ବନ୍ଦ ଡାକରା ଦିଆଯାଇଥିବାବେଳେ ଲଗାଣ ବର୍ଷା ଯୋଗୁଁ ସହରରେ ଏହି […]

ଏକାମ୍ର କ୍ଷେତ୍ର ଜଳମଗ୍ନ, ଘରେ ଘରେ ପାଣି ଭୁବନେଶ୍ୱର : ରାଜଧାନୀରେ ରବିବାର ରେକର୍ଡ ବର୍ଷା ହୋଇଛି। ସକାଳ ସାଢ଼େ ୮ଟାରୁ ଆଜି ପାହାନ୍ତା ୪.୩୦ ମଧ୍ୟରେ ଭୁବନେଶ୍ବରରେ ୧୯୫.୦ ମିଲିମିଟର ବର୍ଷା ହୋଇଛି। ୧୯୫୮ ମସିହା ସେପ୍ଟେମ୍ବର ମାସରେ ସର୍ବାଧିକ ୧୬୩ମିମି ବର୍ଷା ହୋଇଥିବା ରେକର୍ଡ ହୋଇଥିଲା। କିନ୍ତୁ ଏବେ ସେ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହୋଇଛି। ବର୍ଷବର୍ଷ ବିତିବା ପରେ ବି ସ୍ବତନ୍ତ୍ର ଡ୍ରେନେଜ୍‌ […]

ନୂଆଦିଲ୍ଲୀ: ଉତ୍ତରଦିଲ୍ଲୀରେ ପରିବା ମଣ୍ଡି ଅଞ୍ଚଳରେ ତିନିମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ଅଗ୍ନିଶମ ବିଭାଗର ୫ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। କୋଠା ଭୁଶୁଡି ପଡ଼ିବା ହେତୁ ସେହି ବାଟ ଦେଇ ଯାଉଥିବା ଦୁଇଜଣ ଶିଶୁ ଏହା ତଳେ ଚାପି ହୋଇ ରହି ଯାଇଥିଲେ। ଭୁଶୁଡି ଯାଇଥିବା କୋଠା ତଳୁ ଦୁହିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି […]

କାବୁଲ: ଗତ ମାସରେ ତାଲିବାନ କ୍ଷମତାକୁ ଆସିବା ପରେ ଆଜି ପ୍ରଥମ ଥର ପାଇଁ କାବୁଲରୁ ଏକ ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିଛି। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସୁରକ୍ଷା ଦୃଷ୍ଟିରୁ କାବୁଲ ଏୟାରସ୍ପେସକୁ ବନ୍ଦ କରିଦିଆଯାଇଥିଲା। ଏହା ପରେ ବିଭିନ୍ନ ଦେଶର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ ପଠାଯାଇଥିଲା। ଏବେ ତାଲିବାନ ନିଜର କାମଚଳା ସରକାର ଗଠନ କରିସାରିଥିବା ବେଳେ […]

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ ବା ତୀବ୍ର ଅବପାତ ଆଜି ସ୍ଥଳଭାଗ ଅତିକ୍ରମ କରି ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହା ଆସି ଦିନ ସାଢେ ୧୧ଟା ସୁଦ୍ଧା ଚାନ୍ଦବାଲିଠାରୁ ୭୦ କିଲୋମିଟର ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଓ କେନ୍ଦୁଝରଠାରୁ ୯୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ରହିଥିଲା। ଆଗାମୀ ୪୮ ଘଣ୍ଟାରେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର-ଛତିଶଗଡ଼, […]

Social media & sharing icons powered by UltimatelySocial